ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରୁଛନ୍ତି । ବିଶେଷ କରି ଚାନ୍ଦଳ ବଜାର ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରୀ ପରିଡ଼ା । ଏହି ଅବସରରେ ସେ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।
#GajaLaxmiPuja2026 #Kendrapara #ChandalBazar #Patkura #TejeswarParida #OdishaNews #ZEE24Odisha
Bhubaneswar, Khordha | Nov 2, 2026