ବଅଁରପାଳ: ପନ୍ଦରଭର୍ଣିଆଁରେ ପାଳିତ ହେଲା ପାଇକ ଭାଇଙ୍କ ପର୍ବ, ଯୋଗଦେଲେ ବିଧାୟକ ପ୍ରତାପ ପ୍ରଧାନ
Banarpal, Angul | Oct 21, 2026 ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ପନ୍ଦରଭର୍ଣିଆଁ ଗ୍ରାମରେ ଆୟୋଜିତ ବିଜୟା ଦଶମୀ ଉତ୍ସବରେ ଯୋଗଦେଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ମା ଦୁର୍ଗାଙ୍କ ଆଶୀର୍ବାଦ ନେବା ସହ ବିଜେପିର ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।