କଣିହାଁ: କଣିହାଁରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ, ନାହିଁ ନଥିବା ଅସୁବିଧାରେ ସ୍ଥାନୀୟ ବାସିନ୍ଦା
Kaniha, Angul | Oct 23, 2026 କଣିହାଁ ଅଞ୍ଚଳର ରାସ୍ତା ଓ ବଜାରରେ ବୁଲୁଛନ୍ତି ଅବହେଳିତ ଗୋମାତା। ରାସ୍ତାରେ ଗାଈଙ୍କ ଯାତାୟାତ ଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ହରମୋହନ ସାହୁ ଅଭିଯୋଗ କରିଛନ୍ତି।