କଟକ ପୌରାଞ୍ଚଳ: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଭାତ ପ୍ରଧାନ, 46 ବର୍ଷ ବୟସରେ ପରଲୋକ
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଭାତ ପ୍ରଧାନଙ୍କ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦେବଦାସ, ଧର୍ମ ଭଳି ଅନେକ ସିନେମାର ପ୍ରଯୋଜନା କରିଥିଲେ। ମୃତ୍ୟୁ ବେଳକୁ ସେ ତାଙ୍କର ଆଗାମୀ ସିନେମା 'ଲ୍ୟାଣ୍ଡଫଳ' କାର୍ଯ୍ୟରେ ବ୍ୟସ୍ତ ଥିଲେ।