ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ନୂଆସାହିରେ ଧୁମ୍ଧାମ୍ରେ ଗଣେଶ ବିସର୍ଜନ
Puri, Puri | Oct 1, 2026
ପୁରୀ ଚକ୍ରତୀର୍ଥ ରୋଡ ନୂଆସାହିରେ ଅଭୟହସ୍ତ ମହାବୀର କ୍ଲବ ପକ୍ଷରୁ ଗଣେଶ ବିସର୍ଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଶୋଭାଯାତ୍ରା ପରେ ବେଳାଭୂମିରେ ବିସର୍ଜନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।