କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ
ରେଭେନ୍ସା ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ଦୁଇ ଦିନିଆ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭାଗର ମାଗାଜିନ୍ ସାଇନାପ୍ସ ଉନ୍ମୋଚିତ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନିଶା ମୁକ୍ତି ଓ ଖୁସି ରହିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା।