Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଛେଣ୍ଡିପଦା: ପିପଳବହାଳ ଗ୍ରାମରେ ବଜ୍ରାଘାତରେ ଜଣେ ଗୁରୁତର, ବାଗଡ଼ିଆ ମେଡିକାଲରେ ଭର୍ତ୍ତି

Chhendipada, Angul | Aug 9, 2025
ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପିପଳବହାଳ ଗ୍ରାମରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ବଜ୍ରାଘାତରେ ଜଣ ଗୁରୁତର ଆହତ ହୋଇ ବାଗଡ଼ିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l ଗୁରୁତର ଆହତ ଜଣଙ୍କ ହେଲେ ବାଗଡିଆ ଥାନା ପିପଳବହାଳ ଗ୍ରାମର ପ୍ରବୀଣ ବେହେରା ବୋଲି ଜଣାପଡିଛି l
ଛେଣ୍ଡିପଦା: ପିପଳବହାଳ ଗ୍ରାମରେ ବଜ୍ରାଘାତରେ ଜଣେ ଗୁରୁତର, ବାଗଡ଼ିଆ ମେଡିକାଲରେ ଭର୍ତ୍ତି - Chhendipada News