Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Hardoi
Cricket
Lucknow
लखनऊ
Crimenews

ଜଟଣୀ: ପଦନପୁର ପଞ୍ଚାୟତରେ ୨ଟି କାର୍ଯ୍ୟର ଉଦଘାଟନ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସୁର, ମନ୍ମଥ ଓ ଅହଲ୍ୟା ରଖିଲେ ପ୍ରତିକ୍ରିୟା

Jatani, Khordha | Sep 21, 2025
ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଞ୍ଚାୟତ ଅଧୀନ ଭୀମପୁର ଗ୍ରାମରେ ରୋଷ ଘର ଓ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲାଇବ୍ରେରୀ ଗୃହର ଉଦଘାଟନ ନେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ବିଜେଡି ରାଜ୍ୟ ସମ୍ପାଦକ ମନ୍ମଥ ରାଉତରାୟ ଓ ପଦନପୁର ପଞ୍ଚାୟତ ସରପଞ୍ଚ ଅହଲ୍ୟା ନାୟକ ପ୍ରତିକ୍ରିୟା ରଖିଛନ୍ତି | ସେମାନେ 21 ତାରିଖ ଅପରାହ୍ନ ସାଢେ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |