Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଧର୍ମଗଡ: ଧନପୁର ଠାରେ ଅଘଟଣ, ନାଗ ସାପ କାମୁଡାରେ ଯୁବତୀ ଗୁରୁତର ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Dharamgarh, Kalahandi | Dec 2, 2025
ମଙ୍ଗଳବାର ଅପରାହ୍ନରେ ଧନପୁର ଗ୍ରାମର ଏକ ଚାଷ ଜମିରେ ଶ୍ରମିକ ଭାବେ ନିୟୋଜିତ ହେଇ ଧାନ ଅମଳ କରୁଥିବା ଜନୈକ ଯୁବତୀ ସାପ କାମୁଡାରେ ଗୁରୁତର ହେଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ବାଇକ୍ ଶକ୍ତି ବାଧିତ।

MORE NEWS