ଗୋପାଳପୁର: ଗୋଳନ୍ଥରା: ମଧୁ ବୈଶ୍ୟ ସମାଜର ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ
ଗୋଳନ୍ଥରା ନିକଟସ୍ଥ ଇଶାଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମଧୁ ବୈଶ୍ୟ ସମାଜର ପଞ୍ଚମା ତାଲୁକାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ। ସମାଜର ଉନ୍ନତି ଓ ପ୍ରଗତି ପାଇଁ ସହଯୋଗ ଜାରି ରଖିବାର ପ୍ରତିଶ୍ରୁତି ଦେଲେ।