Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana
image
image
image

ଘର ଉପରେ ମାଡିବସିଲା ବିରାଟ ଗଛ, 3 ଜଣ ଆହତ, ଅଳ୍ପକେ ବଞ୍ଚିଲେ ଅନ୍ୟ 5 ଜଣ ବୌଦ୍ଧ ଜିଲା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ଲବଣୀ ଅମାତଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଥିବା ବିରାଟ ପିପଳ ଗଛଟି ଉପୁଡି ପଡିଯାଇଥିଲା । ଘରଟି ମାଟିରେ ମିଶିଯାଇଛି। ଆହତ 3 ଜଣ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।