ଘର ଉପରେ ମାଡିବସିଲା ବିରାଟ ଗଛ, 3 ଜଣ ଆହତ, ଅଳ୍ପକେ ବଞ୍ଚିଲେ ଅନ୍ୟ 5 ଜଣ
ବୌଦ୍ଧ ଜିଲା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ଲବଣୀ ଅମାତଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଥିବା ବିରାଟ ପିପଳ ଗଛଟି ଉପୁଡି ପଡିଯାଇଥିଲା । ଘରଟି ମାଟିରେ ମିଶିଯାଇଛି। ଆହତ 3 ଜଣ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
Baudh Sadar, Boudh (Bauda) | Jul 29, 2026