ଭଦ୍ରକ ଗ୍ରାମାଞ୍ଚଳ: ଆରଡ଼ି ରାଜ୍ୟ ରାଜପଥ ଏବେ ପାଲଟିଛି ମରଣଯନ୍ତା, ଯାହାକୁ ନେଇ ଜିଲ୍ଲା ପାଳ ଙ୍କ କଥାକୁ ଖାତିରି କରିଛନ୍ତି ଠିକାଦାର
ଭଦ୍ରକ ଜିଲ୍ଲା ଆରଡ଼ି ରାଜ୍ୟ ରାଜପଥ ଏବେ ପାଲଟିଛି ମରଣଯନ୍ତା ଭଦ୍ରକ ଜିଲ୍ଲା ପାଳ ଙ୍କ କଥାକୁ ଖାତିରି କରୁନାହାନ୍ତି ସମ୍ପୃକ୍ତ ଠିକାଦାର, ରାସ୍ତା ନିର୍ମାଣ କାର୍ଯ୍ୟ କୁ ନେଇ ତେଜୁଛି ଜନ ଅସନ୍ତୋଷ। ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି। ଆଜି ଦିନ ୪ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।