ବାଣପୁର: କୁହୁଡି ରେଳ ଷ୍ଟେସନ ନିକଟରୁ ଅର୍ଦ୍ଧ ଦଗ୍ଧ ଅବସ୍ଥା ରେ ଯୁବକ ଉଦ୍ଧାର,
ସକାଳ ୮ ଟା ସମୟରେ ହୋଇଛି ଉଦ୍ଧାର, ଉଦ୍ଧାର ପରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଅଛି, ଅର୍ଦ୍ଧ ଦଗ୍ଧ ହୋଇଥିବା ଯୁବକ ର ନାମ ସୁଶାନ୍ତ ବେହେରା, ଘର ସୋରଣ ମାନସିଂ ପୁର ଗ୍ରାମରେ,