Public App Logo
Profile Picture

Tangi .Chilika News

@paikaraysaroj03
9239Followers
4Following
ବାଣପୁର: ଚିଲିକା ରେ  ଡ଼ଙ୍ଗା ରେ  ବୁଲୁଛନ୍ତି ୨୦ ରୁ ଅଧିକ ଛାତ୍ର, ବିପଦ ପୁର୍ଣ ଜଳ ଯାତ୍ରା ର ଭିଜୁଆଲ ଭାଇରାଲ,, ଫିସରୀ  ବିଭାଗ ପକ୍ଷରୁ ତଦନ୍ତ ଆରମ୍,
ବାଣପୁର: ଅବକାରୀ ପୋଲିସ ପକ୍ଷରୁ ମାନସିଂ ପୁର ରେ ଚଢ଼ାଉ, ଜଣେ ଗିରଫ ମଦ ଜବତ,
ବାଣପୁର: ଚଣ୍ଡେଶ୍ୱର ନିକଟରେ ଟ୍ରକ ପଛ ରେ ପିଟି ହେଲା ବାଇକ, ଯୁବକ ଆହତ,
ବାଣପୁର: ଦେଓଗାଁ ରେ ନାଚୁଣୀ ପୋଲିସ ର ଚଢ଼ାଉ, ମଦ ବେପାରୀ ଗିରଫ, ୨୦ ଲିଟର ଦେଶୀ ମଦ ଜବତ,
ବାଣପୁର: ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ବଡ଼କୁଳ ଠାରେ ବନ୍ୟ  ପ୍ରାଣୀ ସପ୍ତାହ ପାଳିତ,
ବାଣପୁର: କୁହୁଡି ରେଳ ଷ୍ଟେସନ ନିକଟରୁ ଅର୍ଦ୍ଧ ଦଗ୍ଧ ଅବସ୍ଥା ରେ ଯୁବକ ଉଦ୍ଧାର,
ବାଣପୁର: ମୃଗ ଶୀକାର କରିଥିବା ଅଭିଯୋଗ ରେ ଷଣ୍ଢା ଜଙ୍ଗଲରେ ଜଣେ ଗିରଫ, କୋର୍ଟ ଚାଲାଣ,
ବାଣପୁର: ବର୍ଷା ପଵନରେ ଲୋକିପୁର ଗ୍ରାମରେ ଭାଙ୍ଗିଲା ଘର,ଦୁଇ ପରିବାର ବର୍ତିଲେ ଅଳ୍ପକେ,
ବାଣପୁର: ବାଲୁଗାଁ ରେ  ପାଟ୍ରୋଲିଙ୍ଗ ବେଳେ  ଗୋଟିଏ ମଇଁଷି ବୋଝେଇ ପିକ ଅପ ଭ୍ୟାନ ଜବତ, ଦୁଇ ଗିରଫ,
ବାଣପୁର: ବାଲୁଗାଁ ଜେଟିକୁ ମାଡି ଆସିଲା  ବଡ଼ ବଡ଼ ଢେଉ ଲୋକେ, ଲୋକେ ଆତଙ୍କିତ, ଚିଲିକା କୁ ବାରଣ କଲା ପ୍ରଶାସନ,
ବାଣପୁର: ସୋରଣ ଗୋପୀନାଥ ସାହିରେ ନଡ଼ିଆ ଗଛ ପଡି ୩ ବଖର ଘର ଭାଙ୍ଗି ରୁଜି ଚୂରମାର,
ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକରେ ବାଇକ ଧକ୍କା ରେ ନାବାଳିକା ମୃତ
ବାଣପୁର: ଚିଲିକା ଛକରେ  ଦୁର୍ଗା ପୂଜା ଅନୁଷ୍ଠିତ, ମହା ନବମୀ ରେ ଚାଲିଛି ପୂଜାର୍ଚନା,
ବାଣପୁର: ତରାପି ଜଙ୍ଗଲରେ ଶୀକାର ବେଳେ ବନ୍ଧୁକ ସହ ଜଣେ ଗିରଫ,
ବାଣପୁର: ଫାଲକନ ନିକଟରେ ଅଟୋ ରିକ୍ସା ଦୁର୍ଘଟଣା, ଚାଳକ ଗୁରୁତର,
ବାଣପୁର: ବାଲୁଗାଁ ଗଙ୍ଗା ନଗରରେ ଅଟୋ ରିକ୍ସା ରୁ ବ୍ୟାଟେରୀ ଚୋରୀ ଦୁଇଗିରଫ,
ବାଣପୁର: ବାଲୁଗାଁ ବଜାର ସ୍ଥିତ ଏକ ଗ୍ରସରୀ ଦୋକାନ ରୁ ଚୋରୀ ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ,
ବାଣପୁର: ଘାସଡ଼ିହ ଗ୍ରାମରେ ନାଚୁଣୀ  ପୋଲିସ ର ଚଢ଼ାଉ, ଜଣେ ଗିରଫ ବନ୍ଧୁକ ଜବତ,
ବାଣପୁର: ବାଲୁଗାଁ ରୁ ବ୍ୟବସାୟୀ ଅପହରଣ ଘଟଣା, କଟକ ସହର ଗ୍ରାମରୁ ମାରଣାସ୍ତ୍ର ସହ ୫ ଗିରଫ,
ବାଣପୁର: ଚିଲିକା ରେ ମାଛ ମାରୁଥିବା ବେଳେ ଡ଼ଙ୍ଗା ରେ ପଡି ମସ୍ୟଜୀବୀ ମୃତ,
ବାଣପୁର: ଅବକାରୀ ପୋଲିସ ପକ୍ଷରୁ ତୁମ୍ବରା ପୁଟ ଓ  ସୋରଣ ଗ୍ରାମରେ ଚଢ଼ାଉ, ଦୁଇ ଗିରଫ, ମଦ ସହ ଗଞ୍ଜେଇ ଜବତ,
ବାଣପୁର: ବାଣପୁର ଓଭର ବ୍ରିଜ ନିକଟରେ ୩ ଟି ବସ ର ସିରିଜ ଦୁର୍ଘଟଣା, ବାଇକ ଆରୋହୀ ମୃତ, ୫ ଆହତ, ମେଡିକାଲ ରେ ଭର୍ତ୍ତି,
ବାଣପୁର: ବିଧାର ପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ,
ବାଣପୁର: ନୀଳାଦ୍ରୀ ପ୍ରସାଦ ଗ୍ରାମ ପଂଚାୟତ ର ଏଡିଈଓ ଲାଞ୍ଚ ନେବା ବେଳେ ବାଲୁଗାଁ ରୁ ଗିରଫ କଲା ଭିଜିଲାନ୍ସ ଟିମ,
ବାଣପୁର: ଚଣ୍ଡେଶ୍ୱର ନିକଟରେ ବାଇକ ଦୁର୍ଘଟଣା, ଦୁଇ ଗୁରୁତର, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି,