ଝାରସୁଗୁଡା: ଝାରସୁଗୁଡ଼ା: କିର୍ମିରା ସିଏଚ୍ସିରେ ରୋଗୀ କଲ୍ୟାଣ ସମିତିର ବୈଠକ
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଛି ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଂ ବଡି ବୈଠକ। ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।