ଗୋ ମାଫିଆ ଙ୍କ ଘରେ ବାଲେଶ୍ବର ପୋଲିସ ର ଚଢ଼ାଉ, ଦରକାରୀ କାଗଜପତ୍ର ଜବଦ କରିବା ସହିତ ଜଣକୁ ଅଟକ,ବସ୍ତା ଥାନା ତେଘରି ଗ୍ରାମର ମୁସ୍ତାକ ଖାଁ ଙ୍କ ଘରେ ରେଡ୍ କରି ଦରକାରୀ କାଗଜପତ୍ର ସମେତ ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କର୍ପିଓ ଜବଦ କରିବା ସହିତ ମୁସ୍ତାକ ଖାଁ ଙ୍କୁ ଅଟକ ରଖି ପଚରା ଉଚରା
#surajtv #basta #teghari #cowmaphia #basta #balasore
Basta, Balasore | Jun 13, 2026