ପାରଳାଖେମୁଣ୍ଡି: ଅବହେଳାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ: ୧୩୮ ରୁ ୭୪ ପଦବୀ ଖାଲି
ରାଜ୍ୟର ପୁରୁଣା ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵାୟଶାସୀତ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ। ମୋଟ ୧୩୮ ପଦବୀରୁ ୭୪ ଟି ଖାଲି ଥିବା ବେଳେ ମୌଳିକ ସୁବିଧାର ଅଭାବକୁ ନେଇ ଅସନ୍ତୋଷ। ଉଚ୍ଚଶିକ୍ଷା ବିଭାଗକୁ ଜଣାଇଲେ ଅଧ୍ୟକ୍ଷ।