ମହାକାଳପଡା: ବାଙ୍କିଛନ୍ଦା ଗ୍ରାମର ମହିଳାଙ୍କ ଚୋରା ମଦ ବିରୋଧରେ ମହାକାଳପଡ଼ା ଥାନା ସମ୍ନାରେ ଆନ୍ଦୋଳନ
ବାଙ୍କିଛନ୍ଦା ଗ୍ରାମର ମହିଳାମାନେ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ମହାକାଳପଡ଼ା ଥାନା ସମ୍ନାରେ ଆନ୍ଦୋଳନ କରୁଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରାର୍ଥନା କରିଛନ୍ତି।