Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
tv4odisha
Jeypore, Koraput
| Jun 21, 2026
MORE NEWS
ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates #odishacurrentaffairs #odialivenews #breakingnews
Jeypore, Koraput | Jun 22, 2026
ଜୟପୁରରେ ମୌସୁମୀର ପ୍ରଥମ ବର୍ଷାରେ ଭିଜିଲା ମାଟି, ଦେଖାଦେଲେ ନାଲି ଟୁକୁଟୁକୁ ସାଧବ ବୋହୂ
Jeypore, Koraput | Jun 22, 2026
ଜୟପୁର ସହରର ସମସ୍ତ ବାଇକ୍ ଚାଳକଙ୍କ ପାଇଁ ଖୁସି ଖବର। #₹# ଜୟପୁର ଠାରେ ବାଇକ୍ ମାଷ୍ଟର୍ସର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ, ଆପଣଙ୍କ ବାଇକ୍ ରାସ୍ତାରେ ହଠାତ୍ ଖରାପ ହୋଇଗଲେ ଆଉ ଚିନ୍ତା କରିବାର ଦରକାର ନାହିଁ।ବାଇକ୍ ମାଷ୍ଟର୍ସ ଆପଣଙ୍କ ଗୋଟିଏ କଲ୍ରେ ଆପଣଙ୍କ ପାଖକୁ ପହଞ୍ଚି ଗାଡ଼ି ମରାମତି ସେବା ପ୍ରଦାନ କରିବ ବୋଲି ମେନେଜ ସୂଚନା ଦେଇଛନ୍ତି, ଯୋଗାଯୋଗ ଫୋନ 8018839872
Jeypore, Koraput | Jun 21, 2026
୧୪୩ ଜୟପୁର ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସଂଶୋଧନ ଏବଂ ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିର୍ଭୁଳ କରିବା ପାଇଁ ସରକାରଙ୍କ ଏସଆଆର କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନିଜ ନାମ ସୁରକ୍ଷିତ ରଖିବା ସହ ଯେକୌଣସି ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜ ନିଜ ବୁଥକୁ ଯାଇ ବିଏଲଓ ଙ୍କ ନିକଟରେ ଆବଶ୍ୟକ ଫର୍ମ ପୂରଣ କରି ଜମା ଦେବାକୁ ଅନୁରୋଧ କରାଯାଇଛି।ଏନେଇ ଜୟପୁର ଉପଜିଲ୍ଲାପାଳ ଓ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଯଦୁମଣି ନାଏକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।
Jeypore, Koraput | Jun 21, 2026
ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ଧୁମ୍ ଧାମରେ ପାଳନ କରିବା ନିମନ୍ତେ ଜୟପୁର ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, କୈଳାସ ସାମନ୍ତରା ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଖଣ୍ଡିୟ ସମ୍ପାଦକ ଓଡ଼ିଶା ଅମଲା ସଂଘ ଙ୍କ ଆୟୋଜିତ ବୈଠକ ରେ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ
Jeypore, Koraput | Jun 21, 2026