ଜୟପୁର ସହରର ସମସ୍ତ ବାଇକ୍ ଚାଳକଙ୍କ ପାଇଁ ଖୁସି ଖବର।
#₹#
ଜୟପୁର ଠାରେ ବାଇକ୍ ମାଷ୍ଟର୍ସର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ, ଆପଣଙ୍କ ବାଇକ୍ ରାସ୍ତାରେ ହଠାତ୍ ଖରାପ ହୋଇଗଲେ ଆଉ ଚିନ୍ତା କରିବାର ଦରକାର ନାହିଁ।ବାଇକ୍ ମାଷ୍ଟର୍ସ ଆପଣଙ୍କ ଗୋଟିଏ କଲ୍ରେ ଆପଣଙ୍କ ପାଖକୁ ପହଞ୍ଚି ଗାଡ଼ି ମରାମତି ସେବା ପ୍ରଦାନ କରିବ ବୋଲି ମେନେଜ ସୂଚନା ଦେଇଛନ୍ତି, ଯୋଗାଯୋଗ ଫୋନ 8018839872