Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
India
कांग्रेस
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
Breakingnews
Madhya_pradesh
अयोध्या
Pmmodi
Rahulgandhi
कानपुर
Uttarpradesh
Haryana
Lucknow
तेजस्वी_यादव
Sambalpur
लखनऊ
Crimenews
महंगाई
Aap
charchanews
ଉମରକୋଟ UV-52ରେ ଧୁମ୍ଧାମ୍ରେ ମା' କାଳୀଙ୍କ ପୂଜା, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ ||CHARCHATV|| #Umerkote #UV52 #KaliPuja #MaaKali #KaliPuja2026 #Nabarangpur #NabarangpurNews #UmerkoteNews #OdishaFestival #DurgaKaliPuja #BengaliTradition #KaliMaaDarshan #ReligiousFestival #OdishaCulture #MinaBazar #Devotional #OdishaNews #ShrikantNanda #CharchaTV
Bhubaneswar M Corp, Khordha
| Nov 10, 2026
#umerkote
#uv52
#kalipuja
#maakali
#kalipuja2026
#nabarangpur
#nabarangpurnews
#umerkotenews
#odishafestival
#durgakalipuja
#bengalitradition
#kalimaadarshan
#religiousfestival
#odishaculture
#minabazar
#devotional
#odishanews
#shrikantnanda
#charchatv
MORE NEWS
ପଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ର ରାଷ୍ଟ୍ରୀୟ ଆଇନ ସେବା ଦିବସ #chandabali #kendrapada #BreakingNews
Bhubaneswar M Corp, Khordha | Nov 10, 2026
. ବେହେଡ଼ା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାଟଗାଁ ଠାରେ ମାସିକ ବୈଠକ ଅନୁଷ୍ଠିତ ହେବା ଅବସରରେ ଦୁଇଜଣ ଶିକ୍ଷକ ଶ୍ରୀ ଶେଖ ନାସିରୁଦ୍ଦିନ ଓ ଶ୍ରୀ ଅନ୍ଧାରୁ ଗଣ୍ଡଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିରେ ଉମରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୋନା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଡୁଣ୍ଡୁବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ସ୍ୱାଗତ ଭାଷଣ ଓ ଆଦିତ୍ୟା ଶର୍ମା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ l #Umerkote #Nabarangpur #TeachersRetirement #RetirementCeremony #TeachersFelicitated #TeacherHonour #EducationNews #OdishaEducation #GovernmentSchool #PrimarySchool #Matgaon #BehedaCluster #TeacherRespect #SchoolNews #OdishaNews #ShrikantNanda #CharchaTV
Bhubaneswar M Corp, Khordha | Nov 10, 2026
ଜୋନ୍ ସ୍ତରୀୟ ବୈଠକ ନାଁରେ ଶକ୍ତି ପ୍ରଦର୍ଶନ କଲା ବିଜେଡି! ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଆରମ୍ଭ ହେଲା ପିପିଲି ରେ ରାଜନୈତିକ ରଣନୀତି!||CHARCHATV|| #BJD #Pipili #PipiliPolitics #RudraPratapMaharathy #RudraMaharathy #OdishaPolitics #BJDMeeting #BJDPowerShow #PanchayatElection #ZonalMeeting #PuriNews #PuriPolitics #OdishaNews #PoliticalNews #BJDWorkers #PipiliNews #CharchaTV #OdishaPoliticalNews #PanchayatElection2027
Bhubaneswar M Corp, Khordha | Nov 10, 2026
ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଆଖିରେ ଠାରି କହୁଛନ୍ତି ମତେ ବଡ଼ଟା ଦିଅ||CHARCHATV|| #charchatv #odishanews #breakingnews #odishacm
Bhubaneswar M Corp, Khordha | Nov 10, 2026
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ନାଉଗୋରଡ଼ା ଛକ ନିକଟରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂତନ ହୋଟେଲ ଗ୍ରାଣ୍ଡ ହରିପୁର ଓ ମା' ମଙ୍ଗଳା ମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଛି।ଦୀପାବଳି ଅବସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଶୀତଳ ପାତ୍ର ଯୋଗଦେଇ ଫିତା କାଟି ହୋଟେଲର ଶୁଭ ଉଦ୍ଘାଟନ କରିଥିଲେ। #Chandbali #Mato #GrandHaripur #MaaMangalaMandap #HotelInauguration #NewHotel #MandapInauguration #SheetalPatra #OdiaFilmIndustry #OdiaSuperstar #DiwaliCelebration #InaugurationCeremony #Bhadrak #ChandbaliNews #OdishaNews #CharchaTV
Bhubaneswar M Corp, Khordha | Nov 10, 2026
ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ। କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨୨୬୦ ଲିଟର ଦେଶୀ ମଦ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ୧୬ ହଜାର ୩୪୫ ଲିଟର ଗୁଡ଼ ପୋଚ ଜବତ କରାଯାଇଛି। #Athagarh #ExciseDepartment #ExciseRaid #IllegalLiquor #CountryLiquor #LiquorRaid #2260LitresLiquor #OdishaExcise #CuttackNews #AthagarhNews #Tigiria #IllegalLiquorTrade #LiquorSeized #OdishaNews #ExcisePolice #OdishaCrimeNews #PoliceRaid #ManojKumarDalei #CharchaTV
Bhubaneswar M Corp, Khordha | Nov 10, 2026
ଗୋପୀନାଥ ପୁର ଗିରି ଗୋର୍ବଦ୍ଧନ ପୂଜାରେ ଯୋଗଦେଲେ ସମାଜସେବି ସୁଶୀଲ ସାମନ୍ତରାୟ||CHARCHATV|| #Gopinathpur #GirigovardhanPuja #GovardhanPuja #SushilSamantaray #SocialWorker #OdishaCulture #Devotion #CommunityService #CHARCHATV
Bhubaneswar M Corp, Khordha | Nov 10, 2026
ଭୂସ୍ଖଳନରେ ଘୋଟଲା ବିଜେପି ନେତାଙ୍କ ଗୁମର ଖୋଲିଦେଲେ ଜୟଶ୍ରୀ||CHARCHATV|| #charchatv #odishanews #breakingnews
Bhubaneswar M Corp, Khordha | Nov 10, 2026