ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକ ସିସାଲ ଫାର୍ମ ପଡ଼ାର କେତେକ ବ୍ୟକ୍ତିଙ୍କ ଘରକୁ ସନ୍ଦେହ ଜନକ ଭାବେ ପଶି ଯାଉଥିବା ବେଳେ ସେମାନେ ତାକୁ କାବୁ କରି ମାଡ ମାରିବା ସହ ଗୋବିନ୍ଦପୁର ପୋଲିସ କୁ ଜିମା ଦେଇଥିଲେ। ହେଲେ ପୋଲିସ ତାଙ୍କୁ ପଚରା ଉଚରା ପରେ ଛାଡ଼ି ଦେଇଥିବା ବେଳେ ଗୁରୁବାର ଦିନ ମଧ୍ୟ ସମ୍ପୃକ୍ତ ଯୁବକ ବାମରା ରେଲୱେ କଲୋନୀ ର ଜଣକ ଘରେ ପଶି ଯାଇଥିଲା। ହେଲେ ଲୋକ ମାନେ ତାଙ୍କୁ ଅଞ୍ଚଳରୁ ତଡ଼ି ଦେଇଥିଲେ।