ପାଲଲହଡ଼ା ବ୍ଲକ ଶ୍ରୀରାମପୁର ଗ୍ରାମ ଗସ୍ତ କରି ମହିଳାମାନଙ୍କ ସହ ଆଲୋଚନା କଲେ ବିଧାୟକ ଅଶୋକ ମହାନ୍ତି। ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।