ଏମ.ଭି ୭୯: ପେଷା ଠାରୁ ବଳି ଯାଇଛି ନିଶା, ଜଣେ କୁଶଳୀ ଶ୍ରମିକ ହେବା ସତ୍ତ୍ୱେ ଉତ୍ତମ ଡ୍ୟାନ୍ସର ର କାହାଣୀ, ଏମଭି ୬୫ ପୂଜା ପଡିଆରେ ଉତ୍ସାହ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୁଲିମେଟଲା ଗ୍ରାମର ରାମୁ ମାଡକାମି ପେଶାରେ ଜଣେ କୁଶଳୀ ଶ୍ରମିକ ହୋଇଥିବା ବେଳେ ନିଶାରେ ଜଣେ ଉତ୍ତମ ଡ୍ୟାନ୍ସର ହୋଇଥିବା ବେଳେ ଆଜି ଦଶମୀ ପୂଜା ଅବସରରେ ଏମଭି ୬୫ ଗ୍ରାମରେ ସ୍ୱେଚ୍ଛାକୃତ ଭାବେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ଭରିଲେ ଉତ୍ସାହ