ବୌଦ୍ଧରେ ବେଆଇନ ଗୋ-ଚାଲାଣ ବେଳେ ଚଢ଼ାଉ: ୩୭ ଗୋରୁ ଉଦ୍ଧାର, ୨ ଅଟକ
ବୌଦ୍ଧ ଜିଲ୍ଲାରେ ବେଆଇନ ଗୋ-ଚାଲାଣ ଉପରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ (VHP) ପକ୍ଷରୁ ଏକ ବଡ଼ ଚଢ଼ାଉ କରାଯାଇଛି। ଚାଲାଣ କରାଯାଉଥିବା ୩୭ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଘଟଣାସ୍ଥଳରୁ ଗୋଟିଏ ବୁଲେଟ୍ ମୋଟରସାଇକେଲ ସହିତ ୨ ଜଣ ଗୋ-ଚାଲାଣକାରୀଙ୍କୁ ଅଟକ ରଖାଯାଇଛି।
ଉଦ୍ଧାର ହୋଇଥିବା ସମସ୍ତ ଗୋରୁଙ୍କୁ ସ୍ଥାନୀୟ ଗୋଶାଳାକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି।
୩୭ ଗୋଟି ଗୋରୁ ଉଦ୍ଧାର ,୨ ଗୋ-ଚାଲାଣକାରୀ ଅଟକ, ୧ ବୁଲେଟ୍ ଜବତ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ
ପୋଲିସ ଉପସ୍ଥିତିରେ ଗୋରୁଙ୍କୁ ଗୋଶାଳା ପଠାଯିବ ବୋଲି ଜଣାପଡିଛି
#BaudhNews #GauSeva #BajrangDal #VHP #OdishaNews #StopCattleSmuggling #Baudh Update