ଦେବଗଡ: ଦେବଗଡ଼: ଜଳସେଚନ ଟେଣ୍ଡରକୁ ନେଇ ବିବାଦ, ପୁନଃ ଟେଣ୍ଡର ଦାବି କଲା ଡି.ଡି.ସି.ୟୁ.
ଦେବଗଡ଼ରେ ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ନେଇ ବିବାଦ। ଚୁକ୍ତିନାମା ସ୍ୱାକ୍ଷର ନକରିବାରୁ ଟେଣ୍ଡର ବାତିଲ ଓ ପୁନଃ ଟେଣ୍ଡର ପାଇଁ ଡି.ଡି.ସି.ୟୁ.ର ଦାବି। ସଂଘର ଅଭିଯୋଗ, ବିଭାଗୀୟ ଚାପରେ ବିକାଶମୂଳକ କାର୍ଯ୍ୟ ହେଉଛି ବିଳମ୍ବିତ।