Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews

କେନ୍ଦୁଝର ସହର: କଳିଙ୍ଗନଗର ପଡିଆରେ ରାବଣ ପୋଡ଼ି ଅନୁଷ୍ଠିତ

ଆଜି ବଡବିଲ ସହରର କଳିଙ୍ଗ ନଗର ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଅନ୍ୟ ପକ୍ଷରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

MORE NEWS

#ଶିକ୍ଷକଙ୍କୁ_ଅଶାଳୀନ_ଭାଷାରେ_ଗାଳି_ଦେବା_ପଡ଼ିଲା_ମହଙ୍ଗା 
ପୁରୀ ଜିଲ୍ଲାର ଏକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କୁ ଜଣେ ଅଭିଭାବକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଘଟଣା ସମଗ୍ର ଶିକ୍ଷକ ସମାଜକୁ ଆଘାତ ଦେଇଥିଲା। ଘଟଣାସ୍ଥଳରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ  ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
#pabitranewsodisha #latastnewsupdate #pabitranews #BreakingNews

#ଶିକ୍ଷକଙ୍କୁ_ଅଶାଳୀନ_ଭାଷାରେ_ଗାଳି_ଦେବା_ପଡ଼ିଲା_ମହଙ୍ଗା ପୁରୀ ଜିଲ୍ଲାର ଏକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କୁ ଜଣେ ଅଭିଭାବକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଘଟଣା ସମଗ୍ର ଶିକ୍ଷକ ସମାଜକୁ ଆଘାତ ଦେଇଥିଲା। ଘଟଣାସ୍ଥଳରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । #pabitranewsodisha #latastnewsupdate #pabitranews #BreakingNews

Kendujhar Town, Kendujhar | Jul 14, 2026

#ଟ୍ରକ_ସହ_ବୋଲେରୋ_ମୁହାଁ_ମୁହିଁ_ଧକ୍କା
କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ   ଟ୍ରକ ସହ ବୋଲୋରୋ ଗାଡି ମୁହାଁ ମୁହିଁ ଧକ୍କା।ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ର ସହଯୋଗ ରେ ୬ ଗୁରୁତର ଙ୍କୁ ମେଡିକାଲ କଲେ ସ୍ଥାନାନ୍ତର।
#breakingnews #odishanews #latastnewsupdate

#ଟ୍ରକ_ସହ_ବୋଲେରୋ_ମୁହାଁ_ମୁହିଁ_ଧକ୍କା କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ ଟ୍ରକ ସହ ବୋଲୋରୋ ଗାଡି ମୁହାଁ ମୁହିଁ ଧକ୍କା।ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ର ସହଯୋଗ ରେ ୬ ଗୁରୁତର ଙ୍କୁ ମେଡିକାଲ କଲେ ସ୍ଥାନାନ୍ତର। #breakingnews #odishanews #latastnewsupdate

Kendujhar Town, Kendujhar | Jul 14, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୨ ଦିନର ଅପେକ୍ଷା। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ତିନି ରଥ ଓ ବଡ଼ ଦାଣ୍ଡ ପ୍ରସ୍ତୁତ । 
#RathaJatra #JaiJagannatha #RathaJatra2026 #RathaYatra #pabitranewsodisha

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୨ ଦିନର ଅପେକ୍ଷା। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ତିନି ରଥ ଓ ବଡ଼ ଦାଣ୍ଡ ପ୍ରସ୍ତୁତ । #RathaJatra #JaiJagannatha #RathaJatra2026 #RathaYatra #pabitranewsodisha

Kendujhar Town, Kendujhar | Jul 14, 2026

କେନ୍ଦୁଝର ସହର: କଳିଙ୍ଗନଗର ପଡିଆରେ ରାବଣ ପୋଡ଼ି ଅନୁଷ୍ଠିତ - Kendujhar Town News