#ନକଲି_ଡାକ୍ତର_ପ୍ରତି_ସାବଧାନ
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ମାଲିଝର ଗ୍ରାମ ରେ ଦେଖନ୍ତୁ ଏକ ଚିନ୍ତାଜନକ ଖବର। ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ କୁକୁଡ଼ା ଫାର୍ମ ଭିତରେ ଏକ କ୍ଲିନିକ୍ ଚଳାଉଥିବା ଏବଂ ସେଠାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଏକ ସାଂଘାତିକ ଅଭିଯୋଗ ଉଠିଛି।
#latastnewsupdate #balangir #fakedoctor #pabitranewsodishalive #pabitranews
Kendujhar Town, Kendujhar | Jul 28, 2026