#ଉତରେଶ୍ୱର_ଶିବ_ମନ୍ଦିରରେ_କାଉଡ଼ିଆଙ୍କ_ଭିଡ
ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏଥିପାଇଁ କାଉଡ଼ିଆଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉସ୍ଛାହ। କାଉଡ଼ିଆ ମାନେ ପ୍ରଭୁ ଶିବଙ୍କ ଉପରେ ଜଳଲାଗି କରୁଥିବାରୁ ସବୁ ଶୈବପୀଠ ମାନଙ୍କରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ମୁଗୁପୁର ଉତରେଶ୍ୱର ଶିବ ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
#pabitranewsodishalive #latastnewsupdate #pabitranews #harharmahadev #bolbon
Kendujhar Town, Kendujhar | Jul 28, 2026