ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ନିର୍ବାଚନରେ ABVP ର ବିଜୟ
Baleshwar, Balasore | Oct 15, 2026
ବାଲେଶ୍ୱର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ABVP ବାଜିମାତ କରିଛି। ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ସହ ସାଧାରଣ ସମ୍ପାଦକ ପଦ ସମେତ ବିଭିନ୍ନ ପଦବୀରେ ବିଜୟୀ ପ୍ରତିନିଧିଙ୍କୁ ସଦର ବିଧାୟକ ମାନସ କୁମାର ଦତ୍ତ ଶୁଭେଚ୍ଛା ଜଣାଇଛନ୍ତି।