#ଯବାନ୍_କଣ_କହିଲେ_ନିଜ_ଗ୍ରାମରେ_ପହଂଚି
ଦୀର୍ଘ 30ବର୍ଷ ଦେଶ ସେବା କରି ଅବସର ପରେ ଗ୍ରାମକୁ ଫେରିଲେ ସେନା ଯବାନ୍ ସୁବେଦାର ଦିଲ୍ଲୀପ ବିଶୋଇ l ଗ୍ରାମରେ ପହଂଚିବା ପରେ ନିଜ ଢାମଣାହାଣ୍ଡି ଗ୍ରାମବାସୀଙ୍କ ଦ୍ୱାରା ଭଵ୍ୟ ସ୍ୱାଗତ l #JaiJawan #armylover #kotpad #Dhamanahandi #viralvideo #fbviralvideo #nonfollowers #indianarmy #armyfamily #thankyouforwatchingmyreels #kotpadbreakingnews #koraput
Koraput Town, Koraput | Jul 12, 2026