ତୁମୁଡିବନ୍ଧ ଥାନା ଅଞ୍ଚଳ ସିମାନ୍ତ ମଣ୍ଡଳପଦର ଠାରେ ଏକ ଟ୍ରକ ଦୁର୍ଘଟଣା ଚାଳକ ଗୁରୁତର, ଶନିବାର ଦିନ 12ଘଣ୍ଟିକା ରେ ଏହି ଦୁର ଘଟଣା ଘଟିଥିବା ଜଣାପଡିଛି, ରାମପୁର ଆଡୁ ତୁମୁଡିବନ୍ଧ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟଥିଲା, ତେବେ ଚାଳକ ଜଣକ ଗୁରୁତର ହଇଥିବା ବେଳେ ପ୍ରଥମେ ତୁମୁଡିବନ୍ଧ ପରେ ବାଲିଗୁଡା କୁ ସ୍ଥାନାଂତର କରାଯାଇଛି