କଣ୍ଟାବାଞ୍ଜି: ତୁରେକେଲା ହିଆଲ କ୍ଲଷ୍ଟରର ପଞ୍ଚମ ମାସିକ ଶିକ୍ଷକ ବୈଠକ ଅନୁଷ୍ଠିତ
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ କ୍ଲଷ୍ଟରର ପଞ୍ଚମ ମାସିକ ଶିକ୍ଷକ ବୈଠକ ଡୁମେରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ ୧୬ଟି ବିଦ୍ୟାଳୟର ଶିକ୍ଷକମାନେ ଯୋଗଦେଇ ମୌଳିକ ସାକ୍ଷରତା ଓ ଶିକ୍ଷାଦାନ ପଦ୍ଧତି ଉପରେ ଆଲୋଚନା କରିଛନ୍ତି।