କଟକ ପୌରାଞ୍ଚଳ: ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ କଟକର ୪୩ ନମ୍ବର ୱାର୍ଡକୁ ମିଳିଲା ସ୍ୱୀକୃତି
ଜାତୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ସଫଳତା ପାଇ କଟକ ମହାନଗର ନିଗମର ୪୩ ନମ୍ବର ୱାର୍ଡ ଗୌରବ ଅର୍ଜନ କରିଛି। ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ-୨୦୨୬ ଅବସରରେ ୱାର୍ଡ କର୍ପୋରେଟର ପ୍ରମିଳା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।