ଭୁବନେଶ୍ୱର: ଭୁବନେଶ୍ୱରରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ, ବର୍ଷା ପ୍ରଭାବିତ ଅଞ୍ଚଳରୁ ହଟାଯାଉଛି ଗଛ
Bhubaneswar, Khordha | Oct 27, 2026
ଭୁବନେଶ୍ୱରରେ ବର୍ଷା ପ୍ରଭାବିତ ଅଞ୍ଚଳରେ ରାସ୍ତା ସଫା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଏମସି ପକ୍ଷରୁ ଗଛ କାଟିବା ଓ ହଟାଇବା କାର୍ଯ୍ୟ ଜାରି ରହିଛି।