କଟକ ପୌରାଞ୍ଚଳ: କଟକ ୫୯ ନମ୍ବର ୱାର୍ଡରେ ଅଟକି ରହିଥିବା ଶୌଚାଳୟ କାର୍ଯ୍ୟ ନେଇ ସମୀକ୍ଷା
କଟକ ୫୯ ନମ୍ବର ୱାର୍ଡରେ ଅଟକି ରହିଥିବା ଶୌଚାଳୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ହେଲା ଆଲୋଚନା।