Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata

ବଡସାହି: ବେଲାଣପୁରା,ଶାଳଗାଁ,ପଟିସାରି ପ୍ରଭୃତି ସ୍ଥାନରେ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣପାଇଁ ଓଡିଶା ବିଧାନସଭାରେ ବିଧାୟକ ସନାତନ ବିଜୁଳିଙ୍କ ଦାବି

Barsahi, Mayurbhanj | Nov 29, 2025
ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବେତନଟୀବ୍ଲକର ପାଟଳିପୁରା ପଞ୍ଚାୟତ ଅନ୍ତର୍ଗତ ବେଲାଣପୁରା ଠାରେ ଅତିରିକ୍ତ ଗୋଟିଏ ଏବଂ ବଡ଼ସାହି ବ୍ଲକର ମାନବୋବିନ୍ଦପୁର ଶାଳଗାଁ, ବଡ଼ସାହି, ପ୍ରତାପପୁର, ପଟିସାରି ଏବଂ ଶିଆଳିଘାଟି ଠାରେ ନୂତନ ବନ୍ୟବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଶନିବାର ଅପରାହ୍ନ ୨ଟାରେ ଓଡିଶା ବିଧାନସଭା ଶୀତଅଧିବେଶନର ଶୂନ୍ୟକାଳ ଅବସରରେ ଯୁକ୍ତିଯୁକ୍ତ ପ୍ରଶ୍ନ ଉପସ୍ଥାପନ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l

MORE NEWS

ବଡସାହି: ବେଲାଣପୁରା,ଶାଳଗାଁ,ପଟିସାରି ପ୍ରଭୃତି ସ୍ଥାନରେ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣପାଇଁ ଓଡିଶା ବିଧାନସଭାରେ ବିଧାୟକ ସନାତନ ବିଜୁଳିଙ୍କ ଦାବି - Barsahi News