Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
दिल्ली
Patna
Breakingnews
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Jabalpur
kalinganewslive
"କେବଳ ଗୋଟିଏ ସେକେଣ୍ଡ... ଆଉ ଆଜି ସବୁକିଛି ବଦଳି ଯାଇଥାନ୍ତା ! ଏହି ଭିଡିଓଟି ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।" "ତରବରିଆ ହୁଅନ୍ତୁ ନାହିଁ। ମନେରଖନ୍ତୁ, ଘରେ ଆପଣଙ୍କୁ କେହିଜଣେ ଅପେକ୍ଷା କରିଛନ୍ତି। ସୁରକ୍ଷିତ ଡ୍ରାଇଭ୍ କରନ୍ତୁ, ସାବଧାନ ରୁହନ୍ତୁ—କାରଣ ଜୀବନ ଅନମୋଲ !" Dharmasala #OdishaNews #LawAndOrder #PoliticalNews #OdiaNews #ViralNews #OdishaPolitics #CCTVFootage #TrendingReels #OdishaPolice #KalingaNews @followers
Bhubaneswar M Corp, Khordha
| Oct 5, 2026
#odishanews
#lawandorder
#politicalnews
#odianews
#viralnews
#odishapolitics
#cctvfootage
#trendingreels
#odishapolice
#kalinganews
MORE NEWS
ରାଇରଙ୍ଗପୁର ବ୍ଳକ ପରିସରରେ ସେବା ସଙ୍କଳ୍ପ ଅଭିଯାନ - ୨୦୨୬ ||CHARCHATV #NewsUpdate #rairangapur #LatestNews #OdishaNews #charchatv
Bhubaneswar M Corp, Khordha | Oct 6, 2026
ଭିଜିଲାନ୍ସ ପଞ୍ଝାରେ PWD AEE! #NewsUpdate #Vigilance #PWD #LatestNews #arrestnews #OdishaNews #Odisha #charchatv
Bhubaneswar M Corp, Khordha | Oct 6, 2026
ମାଆ ଆସୁଛନ୍ତି, ବର୍ଷା ବି ଆସୁଛି! ପୂଜାରେ ଭିଜିବ କି ଓଡ଼ିଶା? #NewsUpdate #rain #cyclone #Odisha #odishanewstoday #dasahara #LatestNews #weather #charchatv
Bhubaneswar M Corp, Khordha | Oct 6, 2026
ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ! #NewsUpdate #Strike #odishastrike #Congress #OdishaCongress #LatestNews #charchatv
Bhubaneswar M Corp, Khordha | Oct 6, 2026
- ଯାଜପୁରରେ ରାଜନୈତିକ ତାତି ଭିତରେ ତେଜିଲା ବିବାଦ ||CHARCHA TV #NewsUpdate #jajapur #OdishaPolitics #PoliticalNews #LatestNews #charchatv
Bhubaneswar M Corp, Khordha | Oct 6, 2026
ଜ୍ଞାନେଶ କୁମାରଙ୍କ ବହିଷ୍କାର ପାଇଁ ବିଜେପି ଉପରେ ଗର୍ଜିଲା କଂଗ୍ରେସ!: କଂଗ୍ରେସ ll charchatv #NewsUpdate #Odisha #OdishaNews #OdishaPolitics #Congress #congressnews #BJPNEWS #todaynews #LatestNews #charchatv
Bhubaneswar M Corp, Khordha | Oct 6, 2026
#ମା_ବିରଜା_ଙ୍କ_ରଥଯାତ୍ରା_ପାଇଁ_ପ୍ରସ୍ତୁତି ଯାଜପୁର ର ଅଧିଷ୍ଠାତ୍ରୀ ଦେବି ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜା ଓ ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଡିଜେ ଓ ଉଚ୍ଚଶବ୍ଦ ସାଉଣ୍ଡ ସିଷ୍ଟମ୍ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା ପାଳନ ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ। ପୂଜା ସମୟରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ସହରର ମୁଖ୍ୟ ରାସ୍ତା ଓ ଗଳିରାସ୍ତାଗୁଡ଼ିକର ଖାଲଖମା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାସ୍ତାକୁ ଓହଳି ରହିଥିବା ଏବଂ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସୁଥିବା ଗଛର ଡାଳଗୁଡ଼ିକୁ ଛେଦନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଶାରଦୀୟ ଉତ୍ସବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପରିବେଶରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ପୂଜା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ,ମନ୍ଦିରର ବରିଷ୍ଠ ସେବାୟତ, ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। #BirajaTemple #birajakhetra #birajarathayatra #JajpurNews #jajpurkhabar #Aeiodisha #lntvnetwork
Bhubaneswar M Corp, Khordha | Oct 6, 2026
"ଚନ୍ଦ୍ରବିନ୍ଦୁ ପରି ଲାଗ" Upcoming Odia Movie Song | Game Over | Ardhendu #odiasong #odiacinema
Bhubaneswar M Corp, Khordha | Oct 6, 2026
ଅସାବଧାନତା ଆଣିଲା ବଡ଼ ବିପଦ: ଭାସାଇର ସଂକୀର୍ଣ୍ଣ ରାସ୍ତାରେ ମୋଟରସାଇକେଲ ଓ ବସ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଗଲେ ସ୍କୁଟର ଚାଳକ ! #RoadSafety #VasaiAccident #SpeedingBus #BikeAccident #TrafficViolation #DriveSmart #RoadSafetyIndia #KalingaNews @followers
Bhubaneswar M Corp, Khordha | Oct 6, 2026