Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ରାଜଗାଙ୍ଗପୁର: ହୋଲି ରେ ଅଘଟଣ ପୋଖରୀ ରେ ବୁଡ଼ି ଦୁଇ ନାବାଳକ ଙ୍କର ଶୋଚନୀୟ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଧାଙ୍ଗରିଧୁକା ଗ୍ରାମ ର ଦୁଇ ଜଣ ନାବାଳକ ଆଜି ଗ୍ରାମ ପୋଖରୀ ରେ ବୁଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି।କୁତ୍ରା ପୋଲିସ ମୃତ ଦେହ ଉଦ୍ଧାର କରିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଇବ ବୋଲି ସୂଚନା ମିଳିଛି।