ପରଜଙ୍ଗ: ଢେ଼ଙ୍କାନାଳରେ ବିକଶିତ ଭାରତ ସଂକଳ୍ପ ସଭା, ଯୋଗ ଦେଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ
ଢେ଼ଙ୍କାନାଳ ମିନି ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା। କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ସୁଶାସନ ଉପରେ ଆଲୋକପାତ କରିଛନ୍ତି।