ସଦର: କଳାହାଣ୍ଡି ଅଞ୍ଚଳ ରେ ବାତ୍ୟା ମୋନ୍ଥା ପ୍ରଭାବ ରେ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଚାଷୀଙ୍କ ଅମଳ ହୋଇ ଥିବା ଧାନ ଫସଲ ବ୍ୟାପକ କ୍ଷୟ କ୍ଷତି
କଳାହାଣ୍ଡି ଅଞ୍ଚଳ ରେ ବାତ୍ୟା ମୋନ୍ଥା ପ୍ରଭାବ ରେ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଚାଷୀଙ୍କ ଅମଳ ହୋଇ ଥିବା ଧାନ ଫସଲ ବ୍ୟାପକ କ୍ଷୟ କ୍ଷତି ହୋଇଛି । ବର୍ଷା ଓ ପବନ ହେବା ଯୋଗୁଁ ଧାନ ଜମିରେ ପାଣି ଜମି ରହିବା ଫଳରେ ଅଧିକାଂଶ ଜମିରେ ଧାନ ଗଛ ଚାଷ ଜମିରେ ଶୋଇପଡିଛି। ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଥିବାରୁ କ୍ଷୟକ୍ଷତି ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଆଜି ଦାବି