ଶଙ୍ଖଭବନ ଠାରେ, ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି,ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ। ଆଗାମୀ ବିଧାନସଭା ଅଧିବେଶନରେ, ସଂଶୋଧିତ MMDR ଆଇନ, ପାଠ୍ୟ ପୁସ୍ତକ ତ୍ରୁଟି, ଦରବୃଦ୍ଧି ଏବଂ ଚାଷୀଙ୍କ ସମସ୍ୟା ଉପରେ ଫୋକସ କରିବା ପାଇଁ, ଏହି ବୈଠକରେ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ।
#NaveenPatnaik #BJDForPeople #BJDforOdisha #NaveenPatnaikForOdisha