କଣ୍ଟାମାଳ: ବୌଦ୍ଧ କଣ୍ଟାମାଳରେ ଜିଲ୍ଲାପାଳ ଓ ଏସ୍ ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ୯୪ ଅଭିଯୋଗ ଶୁଣାଯାଇଥିଲା। ୨୭ ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। ରେଡ୍ କ୍ରସ ପାଖରୁ ୪ଜଣ ଅସହାୟଙ୍କୁ ୨୫,୦୦୦ ଟଙ୍କା ସହାୟତା ମିଳିଛି। ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୧୮୯ ଜଣ ଦିଵ୍ୟାଙ୍ଗ ରେଜିଷ୍ଟ୍ରେସନ୍ କରାଗଲା।