Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ବୌଦ୍ଧ ସଦର: କଳାହାଣ୍ଡୀ ରୁ ଭୂବନେଶ୍ୱର ସାଇକେଲ ଯାତ୍ରା ବୌଦ୍ଧ ଜିଲ୍ଲା ଅତିକ୍ରମ

କଳାହାଣ୍ଡୀ ରୁ ଭୂବନେଶ୍ୱର ସାଇକେଲ ଯାତ୍ରା ଆଜି ବୌଦ୍ଧ ରେ ପହଞ୍ଚିଥିବା ସୂଚନା ମିଳିଛି । ଚାଷ,ଚାଷୀ ଏବଂ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବୀନେଇ ବାହାରିଛି ଏହି ସାଇକେଲ ଯାତ୍ରା । କଳାହାଣ୍ଡୀ ଜନ ସଂଗ୍ରାମ ସମିତି ପକ୍ଷରୁ ଏହି ସାଇକେଲ ଯାତ୍ରା ବାହାରିଛି । ଗତ ୩୦ ତାରିଖରୁ କଳାହାଣ୍ଡୀ ଜିଲ୍ଲାର ଗୋଲାମୁଣ୍ଡାରୁ ଏହି ସାଇକେଲ ଯାତ୍ରାରେ ସମିତି ର ୧୫ ଜଣ ସଦସ୍ୟ ବାହାରିଥିବାବେଳେ ଆଜି ବୌଦ୍ଧ ରେ ପହଂଚିଥିଲା ଏହି ସାଇକେଲ ଯାତ୍ରା ।

MORE NEWS