Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ସିମୁଳିଆ: ବାହାଦଳପୁର ଗ୍ରାମ ରେ ଜଣ ଙ୍କ ଘରୁ ଅଜଗର ସାପ ଉଦ୍ଧାର

Similia, Balasore | Dec 12, 2025
ଘର ଭାଡ଼ିରୁ ଅଜଗର ସାପ ଉଦ୍ଧାର l ଖଇରା ବ୍ଲକ ଡଗରପଡା ପଞ୍ଚାୟତ ବାହାଦଲପୁର ଗ୍ରାମର ଭାସ୍କର ଚନ୍ଦ୍ର ବେହେରା ଙ୍କ ଘର କାଠ ଭାଡ଼ିରୁ ବିରାଟ କାୟା ଅଜଗର ସାପ ଉଦ୍ଧାର, ପରିବାର ଲୋକ ସାପ ଥିବା ଜାଣି ସାପ ଧରାଳି ମୁନା କୁ ଖବର ଦେବାରୁ ସେ ଆସି ସାପ ଟିକୁ ଭାଡ଼ିରୁ ଉଦ୍ଧାର କରି ଦେବଗିରି ପାହାଡ଼ରେ ଛାଡି ଥିବା ନେଇ ଆଜି ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ ସୂଚନା ମିଳିଛି l