ବାଉଁଶୁଣୀ: ବାଉଁଶୁଣିରେ ସାଇବର ଠକେଇ ଓ ଗଞ୍ଜେଇ ଚାଷ ବିରୋଧରେ ସଚେତନତା କାର୍ଯ୍ୟକ୍ରମ
ବାଉଁଶୁଣିରେ ଥାନା ପୋଲିସ ଓ ସ୍ଥାନୀୟ ଲୋକମାନେ ମିଶି ସାଇବର ଠକେଇ, ନଶାମୁକ୍ତ ସମାଜ ଓ ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବାକୁ ସଚେତନ କାର୍ଯ୍ୟକ୍ରମ କରିଛନ୍ତି। ଥାନା ଅଧିକାରୀ ମହେନ୍ଦ୍ର ବେହେରା ଏହା ପାଇଁ ଉପଦେଶ ଦେଇଛନ୍ତି।