Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ସମ୍ବଲପୁର ମ୍ୟୁନିସିପାଲଟି: ଏନଏସଡି ବାରାଣାସୀ ରେ ଚୟନ ହୋଇଛନ୍ତି ସମ୍ବଲପୁର ପୁଅ ଶୁଭମ ମେହେର

Sambalpur M, Sambalpur | Jul 17, 2025
ସମ୍ବଲପୁର ସହରର ବଡବଜାର ନିବାସୀ ଶୁଭମ ମେହେର ନିଜ କଳା ଏବଂ ପ୍ରତିଭା ବଳରେ ଏନଏସଡି ବାରାଣାସୀ ରେ ଚୟନ ହୋଇଛନ୍ତି। ଅତିଶ ଶତପଥୀଙ୍କୁ ଗୁରୁ ରୂପେ ପାଇ ନାଟକର ଅନେକ ଦିଗକୁ ଭେଟିବା ପରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ରେ କଳା ଜଗତକୁ ପଦାର୍ପଣ କରିଥିଲେ। ଦେବାନନ୍ଦ ରାଉତ ଙ୍କ ନିର୍ଦ୍ଦେଶନାରେ ୨୦୦୮ ରେ ସେ ପ୍ରଥମ ନାଟକ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ୨୦୧୧ ରୁ ଅଦ୍ୟାବଧି ଯାଏ ସେ ଅଦୃଶ୍ୟ ନାଟ୍ୟ ଆଶ୍ରମ ରେ ଅଭିନେତା ଭାବେ କାର୍ଯ୍ୟରତ।ବର୍ତ୍ତମାନ NSD ୨୦୨୫ ରେ ମନୋନୀତ ହୋଇ ସମ୍ବଲପୁର ତଥା ଓଡ଼ିଶା କୁ ଗୌରବାନ୍ମିତ କରିଛନ୍ତି। ଏନେଇ ଆଜି ରାତି 7,14 ମିନିଟ ସମୟରେ ସୁଚନା ମିଳିଛି।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ଏନଏସଡି ବାରାଣାସୀ ରେ ଚୟନ ହୋଇଛନ୍ତି ସମ୍ବଲପୁର ପୁଅ ଶୁଭମ ମେହେର - Sambalpur M News