ନୂଆଗାଁ ବ୍ଲକ ପରିସରରେ ବିଜେପି ପକ୍ଷରୁ ପ୍ରେସ୍ ବିବୃତ୍ତି ପ୍ରଦାନ କରାଯାଇଛି। ନୂଆଗାଁ ବ୍ଲକ ପରିସରରେ ବିଜେପିର ବିଶିଷ୍ଟ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କି ଜଣେ ଘରୋଇ ଇଲେକ୍ଟ୍ରୋନିକ୍ ଚ୍ୟାନେଲରେ ପୂର୍ବତନ ବିଧାୟକ ଶ୍ରୀ ଶଙ୍କର ଓରାମଙ୍କ ବିଷୟରେ ମତ ପ୍ରକାଶ କରିଥିବାକୁ ନେଇ ଆଜି ନୂଆଗାଁ ବ୍ଲକର ବିଜେପି ବରିଷ୍ଠ କର୍ମକର୍ତ୍ତାମାନେ ଏହାର ଘୋର