Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ତେନ୍ତୁଳିଗୁମ୍ମା ଠାରେ ନୂତନ ମଣ୍ଡି ଖୋଲିବା ପାଇଁ ଦାବୀ, ଏନେଇ ପ୍ରତିକ୍ରିୟା ରଖିଲେ ଚାଷୀ

Kotpad, Koraput | Jan 15, 2026
ନୂତନ ମଣ୍ଡି ଖୋଲିବା ପାଇଁ ଦାବୀ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଠାରେ ନୂତନ ମଣ୍ଡି ଖୋଲିବା ପାଇଁ ଦାବୀ କରିଛନ୍ତି ତେନ୍ତୁଳିଗୁମ୍ମା ଚାଷୀ ଏନେଇ ଆଜି ଅପରାହ୍ନ ଦୁଇ ଟା ସମୟରେ ରାମଗିରି ଠାରେ ପ୍ରତିକ୍ରିୟା ରଖିଲେ ଚାଷୀ l ତେନ୍ତୁଳିଗୁମା ଚାଷୀଙ୍କ ଧାନ ବିକ୍ରି ପାଇଁ ରାମଗିରି ମଣ୍ଡି ଆଣିବାକୁ ପଡୁଛି l ରାମଗିରି ମଣ୍ଡି ଆସିବାକୁ ହେଲେ ସେମାନଙ୍କୁ ନବେ କିଲୋମିଟର ଦୁର ଅତିକ୍ରମ କରିବାକୁ ପଡୁଛି l  ରାମଗିରି ମଣ୍ଡିକୁ ଆଣି ଧାନ ବିକ୍ରି କରିବା ପାଇଁ  ଅଧିକ ଖର୍ଚ୍ଚ ସହ କଷ୍ଟ ମଧ୍ୟ ହେଉଛି l ଏଣୁ ତେନ୍ତୁଳିଗୁମ୍ମାରେ ଧାନ ମଣ୍ଡି ଆରମ୍ଭ ପାଇଁ ଦାବୀ ହୋଇଛି l